ବିରଞ୍ଚିଙ୍କ ଏଜେଣ୍ଟ ଥିଲେ ଏକାଧିକ ପୁଲିସ କର୍ମଚାରୀ

ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗ କରି ଟଙ୍କା ମାଗୁଥିଲେ ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ପଡ଼ିଥିବା ଓଏସ୍ଏସ୍‌ସି(ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ) ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ବିରୋଧରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗର ଫର୍ଦ୍ଦ ଆହୁରି ଲମ୍ବିବାରେ ଲାଗିଛି। ଏଠାରେ ଦୀର୍ଘ ୨୭ ବର୍ଷ ଧରି ଚାକିରି କରିଥିବା ବିରଞ୍ଚି ହିଁ ଥିଲେ ନିଯୁକ୍ତି ଦୁର୍ନୀତି ରାକେଟ୍‌ର ମୁଖ୍ୟ କାର୍ପଟଦାର। ତାଙ୍କ କଳା କାରନାମାର ଚେର ବହୁତ ଗଭୀରକୁ … Continue reading ବିରଞ୍ଚିଙ୍କ ଏଜେଣ୍ଟ ଥିଲେ ଏକାଧିକ ପୁଲିସ କର୍ମଚାରୀ